ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ,ସ୍କୁଲ ଯିବା ସମୟରେ ହେଲା ବଡ଼ ପରିବର୍ତ୍ତନ ସବୁ Student ମାନେ ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଏବେ ଏବେ ଗଣଶିକ୍ଷା ମନ୍ତ୍ରୀ ସ୍କୁଲ ଛୁଟି ନେଇ କଲେ ଏକ ବଡ଼ ଘୋଷଣା କଣ ଆସିଛି ସ୍କୁଲ ଛୁଟିକୁ ନେଇ ଖବର ଆଜିର ବିଷୟରେ ସମ୍ପୂର୍ଣ୍ଣ ଅପଡେଟ ଦେବାକୁ ଯାଉଛି ଜାଣିବା ପାଇଁ ବିଷୟଟିକୁ ଶେଷ ଯାଏ ଦେଖନ୍ତୁ | ବହୁତ ଦିନ ହେଲା ଛାତ୍ର ଛାତ୍ରୀଙ୍କ ଗ୍ରୀଷ୍ମ ଛୁଟି ଚାଲୁ ରହିଥିଲା ଏହା ସହିତ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ହେବା ପରେ ଖରା ଛୁଟିକୁ ମଧ୍ୟ ବୃଦ୍ଧି କରା ଯାଇଥିଲା |

ଆଉ କିଛି କିଛି ଜିଲ୍ଲାକୁ ସକାଳୁଆ ସ୍କୁଲ ମଧ୍ୟ ଘୋଷଣା ହୋଇଥିଲା କିନ୍ତୁ ଏବେ ଏବେ ଆସିଛି ବହୁତ ବଡ଼ ଅପଡେଟ ଗଣଶିକ୍ଷା ମନ୍ତ୍ରୀ ନିଜେ ଘୋଷଣା କରି ଜଣାଇଛନ୍ତି ଏଣିକି ସ୍ୱାଭାବିକ ଭାବରେ ଖୋଲିବ ସ୍କୁଲ | ରାଜ୍ୟରେ ପାଣିପାଗ ବଦଳୁ ଥିବାରୁ ତଥା ମୌସୁମୀ ବର୍ଷା ଆରମ୍ଭ ହୋଇଥିବାରୁ ବଡ଼ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସୋମବାର ଠାରୁ ସ୍ୱାଭାବିକ ଭାବରେ ରାଜ୍ୟରେ ଖୋଲା ହେବ

ସ୍କୁଲ ପୂର୍ବ ଭଳି ସକାଳ 10 ଟାରୁ ସ୍କୁଲ ଖୋଲାଯିବ | ଗଣଶିକ୍ଷା ମନ୍ତ୍ରୀ କହି ସାରିଛନ୍ତି ରାଜ୍ୟରେ ପାଣିପାଗ ବଦଳି ସାରିଛି ମୌସୁମୀ ବର୍ଷା ସ୍ୱାଭାବିକ ଭାବରେ ହୋଇଥିବାରୁ ସ୍କୁଲ ଖୋଲିବାରେ କୌଣସି ସମସ୍ୟା ହେବ ନାହିଁ | ତେଣୁ ଆଜି ସୋମବାର ଠାରୁ ସାରା ରାଜ୍ୟରେ ଦିନ 10 ଟାରେ ସ୍କୁଲ ଖୋଲାଯିବ ଆଉ ଏଣିକି ସକାଳୁଆ ସ୍କୁଲ କିମ୍ବା ସ୍କୁଲ ଛୁଟିକୁ ନେଇ କୌଣସି ବୃଦ୍ଧି ଘୋଷଣା କରାଯିବ ନାହିଁ |

ସୂଚନା ଯୋଗ୍ୟ ପୂର୍ବରୁ ଭୀଷଣ ଖରା ଏବଂ ଗୁଳୁଗୁଳି ପାଇଁ ରାଜ୍ୟ ସରକାର ଛୁଟି ବଢ଼ାଇ ଥିଲେ କିଛି ଜିଲ୍ଲାରେ ସକାଳୁଆ ସ୍କୁଲ ଏବଂ ଆଉ କିଛି ଜିଲ୍ଲାରେ ଛୁଟି ଘୋଷଣା କରିଥିଲେ ରାଜ୍ୟପାଳ | ଏବେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଜିଲ୍ଲାପାଳ ସ୍କୁଲ ଖୋଲିବାକୁ ନିଷ୍ପତି ନେଇଛନ୍ତି |

Leave a Reply

Your email address will not be published. Required fields are marked *