ଏବେ ଏବେ ଆସିଲା SBI ଗ୍ରାହକଙ୍କ ପାଇଁ ପାଇଁ ବହୁତ୍ ବଡ଼ ଖବର ଯାହାକୁ ଗ୍ରାହକମାନେ ଦେଖିବା ନିହାତି ଭାବରେ ଆବଶ୍ୟକ ତାହେଲେ ଆସନ୍ତୁ ଜାଣିବା ସେହି ଗୁରୁତ୍ୱପୂର୍ଣ୍ଣ ଖବରଟି ବିସ୍ତାର ଭାବରେ । ତେବେ ଏବେ SBI ଗ୍ରାହକଙ୍କ ମାନଙ୍କୁ ଦେବାକୁ ପଡ଼ିବ ଅଧିକ ଟଙ୍କା! ଦେଶର କୋଟି କୋଟି ଗ୍ରାହକଙ୍କୁ SBI ଦେଇଛି ବହୁତ୍ ବଡ଼ ଝଟକା SBI ର ନିଜର MCLR ରେ ୦.୧ ପ୍ରତିଶତକୁ ବୃଦ୍ଧି କରିଛି
ଯାହାଦ୍ବାରା ଏବେ ବ୍ୟାଙ୍କ ଠାରୁ ଋଣ ନେଇଥିବା ବ୍ୟକ୍ତିମାନଙ୍କୁ ଦେବାକୁ ପଡ଼ିବ ଅଧିକ ଟଙ୍କା ଏହା ସେହି ବ୍ୟକ୍ତିମାନଙ୍କୁ ଅସୁବିଧାରେ ପକିବ ଯେଉଁ ମାନେ MCLR ଆଧାର କରି ଲୋନ ନେଇଛନ୍ତି ହେଲେ ଜୁନ ମାନେ ବେଞ୍ଚମାର୍କ ଆଧାର କରି ଲୋନ୍ ନେଇଛନ୍ତି ସେମାନେ ଏହି ପରିପେଖ୍ୟିକୁ ଆସିବେ ନାହିଁ ।
SBI ନୂଆ MCLR ନିୟମ ପରିବର୍ତ୍ତନ ହୋଇ ସାରିଲାଣି ଏହା ପୂର୍ବତନ ୮.୨୦ ରୁ ୮.୩୦ ପ୍ରତିଶତକୁ ବୃଦ୍ଧି ହୋଇଛି ରାତାରାତି MCLR ପରିବର୍ତ୍ତନ ଏହା ଯୋଗୁ ବହୁତ୍ ଗ୍ରାହକ ଅସୁବିଧାରେ ପଡ଼ିବେ ବୋଲି ଅନୁମାନ କରାଯାଇଛି ଅଧିକାଂଶ ଲୋନ ଏକ ବର୍ଷ ଅବଧି ମଧ୍ୟରେ ଚୁକାଇବାକୁ ଥିବା ସମୟରେ ବଳକା ଲୋନ ଦୁଇ ବର୍ଷରେ ଚୁକାଇବକୁ ହେବ ।