Anuchinta : ଭାଗ୍ୟବାନ ସ୍ତ୍ରୀ ମାନଙ୍କୁ ଚିହ୍ନିବେ କିପରି ବିବାହ ପୂର୍ବରୁ ସବୁ ପୁରୁଷ ମାନେ ଜାଣିରଖନ୍ତୁ, ନଚେତ ଜୀବନ ସାରା କାନ୍ଦିବେ

୧.ଚାଣକ୍ୟ ନୀତି ଅନୁସାରେ ଯେଉଁ ପୁରୁଷ ଓ ସ୍ତ୍ରୀ ଲୋକଙ୍କର ସନ୍ଧାନ ଆଜ୍ଞାକାରୀ ହୋଇଥାନ୍ତି ସେମାନେ ନିଜ ଜୀବନରେ ଭାଗ୍ୟବାନ୍ ଧନବାନ୍ ସ୍ବଭାବର ହୋଇଥାନ୍ତି |

୨. ଯେଉଁ ମହିଳାମାନଙ୍କର ଓଠ ଉପରେ ହାଲକା ବାଳ ରହିଥାଏ ସେମାନେ ସ୍ବଭାବରେ ସଦଗୁଣ, ଧାର୍ମିକ ଓ ଦାନପୁଣ୍ୟ ଏବଂ ଭାଗ୍ୟଶାଳୀ ହୋଇଥାନ୍ତି |

୩. ଯେଉଁ ମହିଳାଙ୍କର ଦୁଇଟି ଯାକ ପାଦତଳ କୋମଳ ଏବଂ ସୁନ୍ଦର ହୋଇଥାଏ ଏବଂ ପାଦରୁ ଆଦୌ ଝାଳ ବାହାରୁ ନଥାଏ ସେମାନେ ଭାଗ୍ୟଶାଳୀ ମହିଳା ହୋଇଥାନ୍ତି |

୪. ଯେଉଁ ମହିଳାଙ୍କର ଦାନ୍ତ ଏକ ସମାନ ହୋଇଥାଏ ଏବଂ କଣ୍ଠ କୋଇଲି ପରି ସୁମଧୁର ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ମହିଳା ହୋଇଥାନ୍ତି |

୫. ଯେଉଁ ମହିଳାଙ୍କର ଦୁଇଟି ଯାକ କାନ କୋମଳ, ସୁନ୍ଦର ଏବଂ ଏକ ସମାନ ହୋଇଥାଏ ସେମାନେ ଭାଗ୍ୟଶାଳୀ ମହିଳା ହୋଇଥାନ୍ତି ଏବଂ ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିଥାନ୍ତି |

୬. ଯେଉଁ ମହିଳାଙ୍କର ମୁଣ୍ଡର ବାଳ ଚିକ୍କଣ, ଚମକଦାର, ସୁନ୍ଦର ଓ ସୁସ୍ଥ ହୋଇଥାଏ ସେମାନେ ଭାଗ୍ୟଶାଳୀ ମହିଳା ହୋଇଥାନ୍ତି ଏବଂ ଜୀବନରେ ସମସ୍ତ ଶୁଖସୌଭାଗ୍ୟ ପ୍ରାପ୍ତ କରିଥାନ୍ତି |

୭. ଯେଉଁ ପୁରୁଷ ଓ ମହିଳାଙ୍କର ଆଙ୍ଗୁଠିରେ କଳାଯାଇ ରହି ଥାଏ ତେବେ ସେମାନେ ବହୁତ ଭାଗ୍ୟଶାଳୀ ସ୍ବଭାବର ହୋଇଥାନ୍ତି ଏବଂ ଶୀଘ୍ର ସଫଳତା ପାଇଥାନ୍ତି |

୮. ଯଦି ମହିଳା ଲୋକଙ୍କର ହାତର ରେଖା ଲାଲ ବର୍ଣର ହୋଇଥାଏ ଏବଂ ପୃଷ୍ଟ ଭାବରେ ଦେଖାଯାଉଥାଏ ସେମାନେ ବହୁତ ଭାଗ୍ୟଶାଳୀ ମହିଳା ସାବ୍ୟସ୍ତ ହୋଇଥାନ୍ତି |

୯. ଯେଉଁ ପୁରୁଷ ଓ ମହିଳାଙ୍କର ମଥା ଚଉଡା ହୋଇଥାଏ ମୁହଁ ଗୋଲ ଓ ଆଖୁ ସୁନ୍ଦର ହୋଇଥାଏ ସେମାନେ ନିଜ ଜୀବନରେ ଅନେକ ଶୁଖ ସୁବିଧା ପ୍ରାପ୍ତ କରିଥାନ୍ତି ଏବଂ ଭାଗ୍ୟଶାଲୀ ସ୍ୱଭାବର ହୋଇଥାନ୍ତି |

୧୦. ଯେଉଁ ପୁରୁଷ ଓ ମହିଳାଙ୍କର ଗାଲ ଫୁଲିକି ରହିଥାଏ ଏବଂ ଗୋଲାପୀ ରଙ୍ଗର ଦେଖାଯାଏ ସେମାନେ ଭାଗ୍ୟଶାଳୀ ସ୍ବଭାବର ହୋଇଥାନ୍ତି ଏବଂ କାର୍ଯ୍ୟରେ ଶୀଘ୍ର ସଫଳତା ହୋଇଥାନ୍ତି |

Leave a Reply

Your email address will not be published. Required fields are marked *