ଏବେ ଏବେ ରାସନ କାର୍ଡ ଧାରୀଙ୍କ ପାଇଁ ଆସିଲା ଗୋଟେ ବହୁତ ବଡ ଅପଡେଟ ରାସନ କାର୍ଡଧାରୀଙ୍କୁ ଏବେ ମିଳିବାକୁ ଯାଉଛି Rice ATM କାର୍ଡ ଏହା ଦ୍ୱାରା ଆପଣମାନେ ATM ମେସିନରୁ ଯେପରି ଟଙ୍କା ବାହାର କରୁଥିଲେ ସେହି ଭଳି ଭାବରେ ଆପଣ Rice ATM କାର୍ଡକୁ ବ୍ୟବହାର କରି ମାଗଣା ରାସନ ମଧ୍ୟ ପାଇପାରିବେ |
ତେବେ ଦେଶରେ ସରକାର ବଦଳିବା ପରେ ସବୁଜିନିଷ ଏବେ ଧୀରେ ଧୀରେ ଏବେ ବଦଳିବାରେ ଲାଗିଛି | ଏବେ ରାସନକାର୍ଡ ହିରାଧିକାରୀଙ୍କୁ ଏବେ ଚାଉଳ ଏଟିଏମ କାର୍ଡ ଦିଆଯିବ ବୋଲି ସୂଚନା ସାମ୍ନାକୁ ଆସିଛି | ଯାହାଦ୍ୱାରାକି ସାରା ଭାରତରେ ଏହି କାର୍ଡ ବ୍ୟବହାର କରିପାରିବେ |
ରାଜ୍ୟରେ ପ୍ରଥମ ଥାରପାଇଁ ଏହି ଚାଉଳ ଏଟିଏମ ଖୋଲାଯିବ ଭୁବେନେଶ୍ଵରରେ ସପ୍ତାହ ଭିତରେ ଖୋଲିବ ଏହି ଚାଉଳ ଏଟିଏମ | ରାସନକାର୍ଡ ହିତାଧିକାରୀଙ୍କୁ ଚାଉଳ ଏଟିଏମ କାର୍ଡ ଦିଆଯିବ ସାରଭାରତରେ ସବୁଠି ଏହି କାର୍ଡ ବ୍ୟବହାର କରିପାରିବେ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ସୂଚନା ଦେଇଛନ୍ତି |