୨୨ ଜୁନ ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା କାହାକୁ କିଛି ନକହି ଚୁପଚାପ ଗାଈକୁ ଖୁଆଇ ଦିଅନ୍ତୁ ୧ ଜିନିଷ,ସବୁ ଦୁଃଖ ଦୂର ହେବ କେବେବି ଆସିବ ନାହିଁ ଅଭାବ

ବନ୍ଧୁଗଣ 22 ଜୁନ ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା ଦିନ ଚୁପଚାପ ଗାଈକୁ ଖୁଆଇ ଦିଅନ୍ତୁ ଏହି ଗୋଟିଏ ଗୁପ୍ତ ଜିନିଷ ତୁରନ୍ତ ଆପଣଙ୍କ ଜୀବନରୁ ସମସ୍ତ ଦୁଃଖ କଷ୍ଟର ଅନ୍ତ ହୋଇଯିବ | ଜୀବନର ସମସ୍ତ ଦୁଃଖ କଷ୍ଟ ଭଳି ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିଯିବ ଆପଣଙ୍କୁ ଭଗବାନ ବିଷ୍ଣ ଏବଂ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବ ଏବଂ ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଗୃହ ଧନ ଧାନ୍ୟରେ ଭରି ହୋଇଯିବ ଏବଂ ଆପଣଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଯିବ ବନ୍ଧୁଗଣ ସନାତନ ଧର୍ମରେ ଗୋଟିଏ ବର୍ଷରେ ବାରଟି ପୂର୍ଣ୍ଣିମା ପଡ଼ିଥାଏ କିନ୍ତୁ ଏଥି ମଧ୍ୟରୁ ସବୁଠାରୁ ଖାସ ଏବଂ ମହତ୍ତ୍ୱ ଜ୍ୟେଷ୍ଠ ପୂର୍ଣ୍ଣିମାକୁ ମନା ଯାଇଥାଏ |

କାହିଁକିନା ଏହି ଦିନ ଭଗବାନ ବିଷ୍ଣ ଏବଂ ମା ଲକ୍ଷ୍ମୀ ଧରିତ୍ରୀ ଉପରକୁ ବାସ କରିବାକୁ ଆସିଥାଆନ୍ତି ଏବଂ ତାଙ୍କର ଭକ୍ତ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥାଆନ୍ତି | ଏହି ଦିନ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ନୁ ବେଶୀ ପ୍ରସନ୍ନ ମୁଦ୍ରାରେ ରହିଥାଆନ୍ତି ଏମିତିକି ବେଦ ପୁରାଣରେ କୁହାଯାଇଛି କି ଏହି ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମାକୁ ମନସ୍କାମନା ପୂର୍ଣ୍ଣ ଵାଲା ପୂର୍ଣ୍ଣିମା ମନା କରା ଯାଇଥାଏ | ଆପଣ ଯଦି ଏହି ପୂର୍ଣ୍ଣିମା ଦିନ କିଛି ଉପାୟ କରନ୍ତି ତେବେ ବାରଟି ପୂର୍ଣ୍ଣିମା ତିଥିର ପୂଜାର ଫଳ ଆପଣଙ୍କୁ ପ୍ରାପ୍ତି ହୋଇଥାଏ | ଆପଣ ଦେବସ୍ନାନ ପୂର୍ଣ୍ଣିମା ବା ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଚୁପଚାପ ଗାଈକୁ ଖାଇବାକୁ ଦିଅନ୍ତୁ

ଏହି ଗୋଟିଏ ଜିନିଷ ଆପଣଙ୍କୁ କୋଟିପୁଣ୍ୟ ପ୍ରାପ୍ତି ହେବ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ନୁ ଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନ ଖୁସିମୟ ହୋଇଯିବ ଏବଂ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଯିବ | ଶାସ୍ତ୍ରରେ ଗାଈକୁ ମାତା କୁହାଯାଇଛି ସବୁ ଗୋମାତାଙ୍କ ପୂଜା କରିଥାଆନ୍ତି ଗାଈର ପାଞ୍ଚୋଟି ଦ୍ରବ୍ୟ ଗୋବର ,ମୂତ୍ର ,ଦୁଗ୍ଧ ,ଦହି ଏବଂ ଘିଅ ଏହା ଅତ୍ୟନ୍ତ ପବିତ୍ର ହୋଇଥାଏ | ଗୋବରରୁ ବେଲ ଗଛ ଉତ୍ପନ ହୋଇଛି ସେଥିରେ ମା ଲକ୍ଷ୍ମୀ ବାସ କରିଥାଆନ୍ତି ଏଥିପାଇଁ ଏହାକୁ ଶ୍ରୀ ବୃକ୍ଷ କୁହାଯାଇଥାଏ |

ସଂସାରରେ ପ୍ରତ୍ୟକ ମାଙ୍ଗଳିକ କାର୍ଯ୍ୟ ଗାଈର କ୍ଷୀରରେ ହୋଇଥାଏ ଘିଅରୁ ଅମୃତ ଉତ୍ପନ ହେଉଅଛି ଯାହା ଦେବଙ୍କର ତୃପ୍ତିର ସାଧନ ହୋଇଥାଏ | ଗୋମାତାଙ୍କ ଶରୀରରେ ତେତିଶ କୋଟି ଦେବୀ ଦେବତାଙ୍କ ବାସ ହୋଇଥାଏ ଗାଈ ଏକ ପବିତ୍ର ,ନିର୍ମାଣ,ଶାନ୍ତ ଏବଂ ନିଷ୍ପାପ ଜୀବ ଅଟେ | ଗୋମାତାର ଦର୍ଶନରେ ମନୁଷ୍ୟର ହଜାର ପାପ ନଷ୍ଟ ହୋଇଥାଏ | ଯଦି ଆପଣଙ୍କ କୁଣ୍ଡଳୀରେ ମଙ୍ଗଳ ଦୋଷ ଲାଗି ଅଛି ଯେଉଁ କାରଣରୁ ଆପଣଙ୍କ ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଲାଗି ରହିଛି

ତେବେ ଲାଲ ରଙ୍ଗର ଗାଈର ସେବା କରନ୍ତୁ ଗାଈକୁ ଗୁଡ଼ ଏବଂ ଚଣା ଖାଇବାକୁ ଦିଅନ୍ତୁ | ବୃହସ୍ପତି ଗ୍ରହକୁ ମାଙ୍ଗଳିକ କାର୍ଯ୍ୟର କାରକ ମନା ଯାଇଥାଏ ଏମିତିକି କୌଣସି ବ୍ୟକ୍ତିର ଗୃହରେ ବିବାହ ମାଙ୍ଗଳିକ କାର୍ଯ୍ୟରେ ବାଧା ଆସୁଅଛି ସେହି ବ୍ୟକ୍ତିର କୁଣ୍ଡଳୀରେ ବୃହସ୍ପତି ଗ୍ରହର ସ୍ଥିତିକୁ ମଜଭୁତ କରିବା ପାଇଁ ରୁଟି ଉପରେ ଗୁଡ଼ ଏବଂ ଚଣା ରଖି ଗାଈକୁ ଖୁଆଇ ଦିଅନ୍ତୁ ଏହା ଦ୍ୱାରା ଆପଣଙ୍କୁ ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ |

Leave a Reply

Your email address will not be published. Required fields are marked *