ନମସ୍କାର ବନ୍ଧୁଗଣ ଆମ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଏମିତି କଳାକାର ଅଛନ୍ତି ଯେଉଁ ମାନେ ମଦ ,ସିଗାରେଟ ,ଗଞ୍ଜେଇ ଏମିତିକି ସବୁ ପ୍ରକାର ନିଶା ଦ୍ରବ୍ୟ ମଧ୍ୟ ଖାଆନ୍ତି ଆଉ ବହୁତ ସାରା ଓଡ଼ିଆ ସିନେମାରେ ମଧ୍ୟ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛନ୍ତି | ଆଉ ତାଙ୍କୁ ଓଡ଼ିଶାର ଦର୍ଶକ ମାନେ ମଧ୍ୟ ବେଶ ପସନ୍ଦ କରିଛନ୍ତି ଯଦି ଏମିତି କିଛି କଳାକାର ଅଛନ୍ତି ତାହେଲେ ଆସନ୍ତୁ ଆଜିର ବିଷୟରେ ଜାଣିବା ଯେ ଏମିତି କେଉଁ କେଉଁ ହିରୋ ମାନେ ଅଛନ୍ତି ଯେଉଁ ମାନେ କି ନିଶା ଦ୍ରବ୍ୟ ଖାଆନ୍ତି ବର୍ତ୍ତମାନ ସେ ଓଲିଉଡ଼ ଇଣ୍ଡଷ୍ଟ୍ରିର ଜଣେ ଆଗ ଧାଡ଼ିର କଳାକାର ଅଟନ୍ତି |
ଆମ ଲିଷ୍ଟର ପ୍ରଥମରେ ଆସୁଛନ୍ତି ବାବୁଶାନ ମହାନ୍ତି ବାବୁଶାନଙ୍କୁ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ ବାବୁଶାନ ପୂର୍ବରୁ ମଦ ଏବଂ ସିଗାରେଟ ଖାଇବାର ମଧ୍ୟ ବେଶ ଭଲ ଭାବରେ ଜାଣିଥିବେ ଯେତେବେଳେ ସେ ପ୍ରକୃତି ମିଶ୍ରଙ୍କ ସାଙ୍ଗରେ ସମ୍ପର୍କ ରଖିଥିଲେ ସେତେବେଳେ ସୋସିଆଲ ମେଡିଆରେ ଜଣା ପଡ଼ିଥିଲା ଯେ ସେ ମଦ ସିଗାରେଟ ଖାଉଛନ୍ତି |
ଏହି ଲିଷ୍ଟର ଦ୍ୱିତୀୟରେ ଆସୁଛନ୍ତି ଅନୁଭବ ମହାନ୍ତି ଯେତେବେଳେ ବର୍ଷାଙ୍କ ସାଙ୍ଗରେ ତାଙ୍କର କୋର୍ଟରେ ମାମଲା ଚାଲିଥିଲା ବର୍ଷା କହିଥିଲେ ଅନୁଭବ ମଦ ପିଇ ତାଙ୍କୁ ନିର୍ଯ୍ୟାତନା ଦେଉଥିଲେ ଆଉ ଏଥିରୁ ଯାହା ଜଣାପଡ଼ିଛି ଅନୁଭବ ମହାନ୍ତି ମଦ ପିଇ |
ଆଉ ଏହା ପରେ ତିନି ନମ୍ବରରେ ଆସୁଛନ୍ତି ଅରିନ୍ଦମ ରାୟ ଆପଣମାନେ ଅରିନ୍ଦମ ରାୟଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଅରିନ୍ଦମ ନିଶା ଦ୍ରବ୍ୟ ଖାଆନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ |
ଆମ ଲିଷ୍ଟରେ ଚାରି ନମ୍ବରରେ ଆସୁଛନ୍ତି ଆକାଶ ଦାସ ଆପଣମାନେ ଆକାଶଙ୍କ ବେଶ ସୁନ୍ଦର ଅଭିନୟ ନିଶ୍ଚିତ ଭାବରେ ଦେଖୁଥିବେ ତେବେ ଆକାଶ ନିଶା ଦ୍ରବ୍ୟ ଖାଉଥିବା ଖବର ସୋସିଆଲ ମେଡିଆରୁ ଜଣା ପଡ଼ିଛି |