ବନ୍ଧୁଗଣ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ବିଭିନ୍ନ ଧର୍ମର ବିଭିନ୍ନ ଭାଷା ଭାଷୀର ଲୋକ କାମ କରିଥାଆନ୍ତି ଆଜିର ବିଷୟରେ ଆମେ ଓଲିଉଡ଼ର ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କର ବିଷୟରେ ଜାଣିବା ଯେଉଁ ମାନେ ମୁସଲ ମାନ କ୍ରିଷ୍ଟିଆନ ପରିବାରରୁ ଆସିଛନ୍ତି |
ଆମ ଲିଷ୍ଟରେ ପ୍ରଥମେ ଆସୁଛନ୍ତି ସୋଫିଆ ଆଲମ ସୋଫିଆ ଓଲିଉଡ଼ ଇଣ୍ଡଷ୍ଟ୍ରିର ବହୁତ ସାରା ଫିଲ୍ମରେ ମଧ୍ୟ କାମ କରି ସାରିଛନ୍ତି ବହୁତ ସାରା ଆଲବମରେ ମଧ୍ୟ ଅଭିନୟ କରିଛନ୍ତି | ତାହେଲେ ସୋଫିଆ ଆଲମ ହେଉଛନ୍ତି ଜଣେ ମୁସଲମାନ ଘରର ଝିଅ ସେ ଓଲିଉଡ଼ ଇଣ୍ଡଷ୍ଟ୍ରିତର ପ୍ରାୟ ତିରିଶ ବର୍ଷ ହେଲା କାମ କରି ଆସୁଛନ୍ତି |
ଏହା ପରେ ଦ୍ୱିତୀୟ ନମ୍ବରରେ ଓଡ଼ିଆ ଅଭନେତା ଅମର ଚିଞ୍ଚନି ତାହେଲେ ଆପଣମାନେ ଅମରଙ୍କୁ ବେଶ ଭଲ ଭାବରେ ଜାଣିଥିବେ ତୁ ମୋ ଜୀବନ ସାଥି ସିରିଏଲ ମାଧ୍ୟମରେ ସେ ଲୋକପ୍ରିୟତା ହାସଲ କରି ପାରିଥିଲେ ସେ ଝିଲ୍ଲୀ ସିରିଏଲରେ ମଧ୍ୟ ତାଙ୍କର ଜବରଦସ୍ତ ଦେଖାଇଥିଲେ ବର୍ତ୍ତମାନ ସିରିଏଲଟି ବନ୍ଦ ହୋଇଯାଇଛି ସେ ହେଉଛନ୍ତି ଜଣେ ଖ୍ରୀଷ୍ଟିଆନ ପରିବାରର ପୁଅ |
ଏହା ପରେ ତୃତୀୟରେ ଆସୁଛନ୍ତି ହ୍ୟୁମାନ ସାଗର ଓଲିଉଡ଼ ଇଣ୍ଡଷ୍ଟ୍ରିର ଜଣେ ଆଗ ଧାଡ଼ିର ଗାୟକ ହେଉଛନ୍ତି ହ୍ୟୁମାନ ଏକ ରିଆଲିଟି ସୋ ଜିତିବା ପରେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଗୀତ ଗାଇବା ଆରମ୍ଭ କରିଥିଲେ ହ୍ୟୁମାନ ସାଗର ହେଉଛନ୍ତି ଜଣେ ଖ୍ରୀଷ୍ଟିଆନ ଧର୍ମର ଲୋକ ସେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଦୀର୍ଘଦିନ ଧରି ଗୀତ ଗାଇ ଆସୁଛନ୍ତି |
ଏହା ପରେ ଚାରି ନମ୍ବରରେ ଆସୁଛନ୍ତି ଲାବ୍ରିମ ଖାନମ ଆପଣମାନେ ଲାବ୍ରିମଙ୍କୁ ବହୁତ ସାରା ସିରିଏଲରେ ଅଭିନୟ କରୁଥିବାର ଦେଖିଥିବେ ଲାବ୍ରିମ ହେଉଛନ୍ତି ଜଣେ ମୁସଲମାନ ଝିଅ ସେ ବର୍ତ୍ତମାନ ରାଜଯୋଗ ସିରିଏଲରେ ଅଭିନେତା ତୁଷାରଙ୍କ ସହିତ ଲିଡ ହିରୋଇନ କ୍ୟାରେକ୍ଟରରେ ଅଭିନୟ କରୁଛନ୍ତି |
ଏହା ପରେ ପାଞ୍ଚ ନମ୍ବରରେ ଆସୁଛନ୍ତି ତାରିକ ଅଜିଜ ସେ ଓଲିଉଡ଼ ଇଣ୍ଡଷ୍ଟ୍ରିର ଜଣେ ସୁପରହିଟ ଗାୟକ ସେ ହେଉଛନ୍ତି ଜଣେ ମୁସଲମାନ ଓଲିଉଡ଼ ଇଣ୍ଡଷ୍ଟ୍ରି ପାଇଁ ସେ ବହୁତ ସାରା ଗୀତ ଗାଇ ସାରିଛନ୍ତି ଏବଂ ସୁନ୍ଦର ଗୀତ ଗାଈ ଓଡ଼ିଶାର ଲୋକମାନଙ୍କ ହୃଦୟକୁ ଜିତିବାରେ ସେ ସଫଳ ହୋଇ ପାରିଛନ୍ତି |