ଏବେ ଏବେ ଆସିଲା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବଡ଼ ଖବର ବର୍ତମାନ ଯାହା ସୂଚନା ଅନୁସାରେ ସମସ୍ତ ଜିଲ୍ଲାରେ ଆଜିଠାରୁ ପ୍ରୟ ସମସ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଜୁନ୍ ୮ରେ ଓଡ଼ିଶା ଛୁଇଁଲା ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ।
ମାଲକାନଗିରି ସ୍ପର୍ଶ କରିବା କ୍ଷଣି ପାଣିପାଗ ବିଭାଗ ତତ୍ପରତା ପ୍ରକାଶ କରିବା ଘୋଷଣା ସହ କରିଦେଲା | ଆକଳନ କରାଯାଇଥିଲା । ସପ୍ତାହକ ମଧ୍ୟରେ ସାରା ଓଡ଼ିଶା ଛୁଇଁବ।
ଦକ୍ଷିଣ ଓଡ଼ିଶାରୁ ଆରମ୍ଭ ହୋଇଥିବା ମୌସୁମୀ ପ୍ରବାହ ଜୁନ୍ ଦ୍ଵିତୀୟ ସପ୍ତାହରେ ହିଁ ସମ୍ପୂର୍ଣ୍ଣ ଓଡ଼ିଶାରେ ପ୍ରବେଶ କରିଯିବା ନେଇ ପାଣିପାଗ ବିଜ୍ଞାନୀମାନେ ଆଗୁଆ ।
କିନ୍ତୁ ୧୦ ଦିନ ହେଲା ମାଲକାନଗିରିରେ ଅଟକିଛି ମୌସୁମୀ ଫେଲ୍ ମାରୁଛି ପାଣିପାଗ ବିଭାଗର ଆକଳନ । ପ୍ରବଳ ବର୍ଷାକୁ ଅନାଇବସିଛନ୍ତି ଚାଷୀକୁଳ ଆକଳନ କରିଦେଲେ। ଇତିମଧ୍ୟରେ ୧୦ ଦିନ ବିତିଗଲାଣି। ଜୁନ୍ ଦ୍ବିତୀୟ ସପ୍ତାହ ଯାଇ ତୃତୀୟ ସପ୍ତାହ ସରିବାକୁ ବସିଛି । ମାତ୍ର ମୌସୁମୀ ଆଗକୁ ବଢ଼ିପାରୁ ନାହିଁ।
ଆଜି ବି ପାଣିପାଗ ବିଭାଗ କହୁଛି ମାଲକାନଗିରିରେ ହିଁ ଅଟକିଛି ମୌସୁମୀ। ଓଡ଼ିଶାର ଅନ୍ୟ ଅଞ୍ଚଳକୁ ଅଗ୍ରସର ହେବାକୁ ଆହୁରି ୩ରୁ ୪ ଦିନ ଲାଗିବ। କେବେ ସୁଦ୍ଧା ସ୍ପର୍ଶ କରିବ ସେନେଇ ବିଭାଗ ଏପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ କରୁ ନ ଥିବାରୁ ସମସ୍ତେ ଦ୍ବନ୍ଦ୍ବରେ ଚାଷୀମାନେ ଧାନ ଧରି ବସିଥିଲେ ମଧ୍ୟ ଜମିକୁ ଯାଇପାରୁ ନାହାନ୍ତି। ବୁଣାବୁଣି ମଧ୍ୟ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଦିନ ଗଡ଼ିଯାଉଥିବାରୁ ଆଗକୁ ଭୟଙ୍କର ସ୍ଥିତି ଉପୁଜିବାର ଆଶଙ୍କା ପ୍ରକାଶ ପାଇଛି। ମୌସୁମୀ ଆଗମନ