ନମସ୍କାର ବନ୍ଧୁଗଣ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଶ୍ରୀଯୁକ୍ତ ମୋହନ ମାଝି ବିଜେପି ତରଫରୁ ଚାରି ଚାରି ଥର ବିଧାୟକ ଭାବରେ ଲଢ଼ିଛନ୍ତି ମୋହନ ଆଉ ସବୁ ଥର ଜିତିଛନ୍ତି ପ୍ରଥମେ ସେ ଗୋଟିଏ ସ୍କୁଲ ଟିଚର ଥିଲେ | ତାପରେ ୱାର୍ଡ ମେମ୍ବର ହୋଇଥିଲେ ଏବଂ ସରପଞ୍ଚ ଥିଲେ ସରପଞ୍ଚ ପରେ ବିଧାୟକ ହୋଇ ପାରିଛନ୍ତି ମୋହନ ମାଝି ଏହା ପରେ ଏବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସାଜିଛନ୍ତି ମୋହନ ମାଝି |
କେଉଁଝରର ଲୋକ ମାନଙ୍କ ପାଇଁ ସେ ବହୁତ କିଛି କାମ କରିଛନ୍ତି କେଉଁଝର ବାସୀ ତାଙ୍କୁ ବହୁତ ଅଧିକ ଭଲ ପାଇବା ଦେଇ ଆସିଛନ୍ତି ପ୍ରତ୍ୟକ ଥର ତାଙ୍କୁ ବିଧାୟକ ସିଟରେ ଜିତାଇଛନ୍ତି 2024 ଇଲେକ୍ସନରେ ମଧ୍ୟ ବଡ଼ ମାର୍ଜିନରେ ଜିତି ଥିବାର ନଜର ଆସିଛନ୍ତି | ଉତ୍ତର ଓଡ଼ିଶାର ଲୋକ ମାନେ ତାଙ୍କୁ ବହୁତ ଅଧିକ ଭଲ ପାଇବା ଦେଇଛନ୍ତି |
ଉତ୍ତର ଓଡ଼ିଶାରେ ଆସି ଓଡ଼ିଶାରେ ଭଲ ଶାସନ କରିବେ ବୋଲି କହିଛନ୍ତି ବିଜେପି ଦଳର ଅଧ୍ୟକ୍ଷ | ଆମ ପ୍ରଧାନମନ୍ତ୍ରୀ ଏଭଳି କିଛି ସର୍ଵପ୍ରାଇଜ ଦେବାରେ ଲାଗିଛନ୍ତି ଓଡ଼ିଶା ଏବଂ ଭାରତ ବାସୀଙ୍କୁ | ମୋଦି ଏବେ ସେଣ୍ଟରରେ ସରକାର ଗଠନ କରୁଛନ୍ତି ଏପଟେ ଓଡ଼ିଶାରେ ମଧ୍ୟ ବିଜେପି ସରକାର ଗଡ଼ି ଉଠିଛନ୍ତି
ଓଡ଼ିଶାର ବିକାଶ ହେବ ବୋଲି ବହୁତ ସାରା କଥା ମୋଦି କହି ସାରିଛନ୍ତି | ଆଗାମୀ ପାଞ୍ଚ ବର୍ଷ ଭିତରେ ଓଡିଶା ସରକାର କିପରି ଭାବରେ ଓଡ଼ିଶାର ଊନ୍ନତି କରୁଛନ୍ତି ତାହା ଦେଖିବାକୁ ରହିଲା | ମୋହନ ମାଝିଙ୍କ ସମୁଦାୟ ସମ୍ପତି ଆମେ ଦେଖିବା ତାଙ୍କର ପ୍ରାୟ ଦେଢ଼ କୋଟିରୁ ଅଧିକ ସମ୍ପତ୍ତି ରହିଛି |