ନମସ୍କାର ବନ୍ଧୁଗଣ ଆପଣମାନେ କଣ ଜାଣିଛନ୍ତି ଓଡ଼ିଆ ତଥା ବଙ୍ଗଳା ଅଭିନେତ୍ରୀ ରଚନା ବାନାର୍ଜୀ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ବେଶ ଲୋକପ୍ରିୟତା ହାସଲ କରିପାରିଛନ୍ତି ସେ 2 ଅକ୍ଟୋବର 1974 ମସିହାରେ ଜନ୍ମ ଗ୍ରହଣ କରିଥିଲେ | ଆପଣମାନେ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ଯେ ରଚନା ବାନାର୍ଜୀଙ୍କ ସମୁଦାୟ ସମ୍ପତ୍ତି କେତେ କୋଟି କୋଟି ଟଙ୍କାର ସେ ହେଉଛନ୍ତି ଉତ୍ତରାଧିକାରୀ ସବୁ କିଛି ସମ୍ପର୍କରେ ଟିକିନିକ ତଥ୍ୟ ଜାଣିବା ପାଇଁ ବିଷୟଟିକୁ ଶେଷ ଯାଏ ନିଶ୍ଚିତ ଦେଖନ୍ତୁ |
ରଚନା ବାନାର୍ଜୀ 1994 ମସିହାରେ ବିୟୁଟି କଣ୍ଠେଷ୍ଟରେ ଉଇନ ହେବା ପରେ ପ୍ରଥମ ଥର ପାଇଁ ତାଙ୍କର ପ୍ରଥମ ବେଙ୍ଗଲୀ ଫିଲ୍ମ ଦାନ ପ୍ରତିଦାର ମୁଭିରେ କାମ କରି ଲୋକପ୍ରିୟତା ହାସଲ କରିଥିଲେ | ଏହା ପରେ ସେ ଅନେକ ସାରା ମୁଭିରେ କାମ କରି ସାରିଛନ୍ତି ତେବେ ରଚନା ବାନାର୍ଜୀଙ୍କ ପ୍ରକୃତ ନାମ ହେଉଛି ଝୁନୁ ଝୁନୁ ବାନାର୍ଜୀ କିନ୍ତୁ ପ୍ରଥମ ଥର ଦାନ ପ୍ରତିଦାର ମୁଭିରେ ଏତେ ଦମଦାର ଆକ୍ଟିଙ୍ଗ କରିଥିଲେ ଯେ ସେଠାକାର ଡାଇରେକ୍ଟର ତାଙ୍କ ନାମ ରଚନା ବାନାର୍ଜୀ ଦେଇଥିଲେ |
ସେହି ଦିନ ଠାରୁ ଝୁମ ଝୁମ ବାନାର୍ଜୀ ରଚନା ବାନାର୍ଜୀ ନାମରେ ପରିଚିତ ହୋଇଥିଲେ |ଏଥି ସହିତ ସେ ଅନେକ ଓଡ଼ିଆ ମୁଭିରେ କାମ କରି ଲୋକପ୍ରିୟତା ହାସଲ କରିଛନ୍ତି ପରବର୍ତ୍ତୀ ସମୟରେ ରଚନା ସିଦ୍ଧାନ୍ତ ମହାପାତ୍ରଙ୍କୁ ପ୍ରେମ କରି ବିବାହ କରିଥିଲେ କିନ୍ତୁ 2004 ମସିହାରେ ସିଦ୍ଧାନ୍ତଙ୍କୁ ସେ ଡିଭୋର୍ସ ଦେଇ ପ୍ରବାସ ବାସୁଙ୍କୁ ଦ୍ୱିତୀୟ ମ୍ୟାରେଜ କରିଥିଲେ |
ସେ 2007 ମସିହାରେ ବିବାହ କରି ସାରିବା ପରେ ସେ 2016 ମସିହାରେ ତାଙ୍କ ଠାରୁ ଦୂରେଇ ଯାଇଥିଲେ କିନ୍ତୁ ତାଙ୍କର ଏକ ପୁତ୍ର ସନ୍ତାନଟିଏ ଅଛି | ରଚନା ବାନାର୍ଜୀ ଗୋଟିଏ ଫିଲ୍ମ ପାଇଁ 7 ରୁ 8 ଲକ୍ଷ ଟଙ୍କା ନେଇଥାଆନ୍ତି ସେ ଗୋଟିଏ ବଙ୍ଗାଳି ଫିଲ୍ମ ପାଇଁ ତିରିଶରୁ ଚାଳିଶି ଲକ୍ଷ ଟଙ୍କା ଡିମାଣ୍ଡ କରନ୍ତି | ସେ ଅନେକ ତେଲଗୁ ଏବଂ ତାମିଲ ଫିଲ୍ମରେ ମଧ୍ୟ କାମ କରି ଲକ୍ଷାଧିକ ଟଙ୍କା ରୋଜଗାର କରିଛନ୍ତି |