Anuchinta: ଏଭଳି ସ୍ତ୍ରୀ ଘରକୁ ଆସିଲେ ଘର ଲକ୍ଷ୍ମୀ ଛଡ଼ା ହୋଇଯାଏ ,ସ୍ୱାମୀ ହୋଇଯାଆନ୍ତି କାଙ୍ଗାଳ ପୁରୁଷ ମାନେ ଜାଣିରଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ ଏପରି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବଡଲାଇଦେବ ଓ ଆପଣଙ୍କୁ ଭଲ ଝିଅ ଖୋଜିବାରେ ମଧ୍ୟ ସାହାଯ୍ୟ କରିବ।

୧. ଯେଉଁ ନାରୀ ସ୍ବାମୀଙ୍କୁ ଦେବତା ଭଳି ପୂଜା କରେ ଏବଂ ମନଜାଣି ସେବା କରେ ତାକୁ ସର୍ବଦା ଦେବାଦେବୀଙ୍କ ଆଶୀର୍ବାଦ ମିଲିଥାଏ ।

୨. ଯେଉଁ ମହିଳାଙ୍କ ନାକ ଅଗ୍ରଭାଗରେ କଳାଜାଇ ଦେଖାଯାଏ ସେଇ ମହିଳା ସୌଭାଗ୍ୟବତୀ ହୋଇଥାଆନ୍ତି ।

୩. ଯେଉଁ ମହିଳାମାନଙ୍କର କପାଳରେ କଳାଜାଇ ରହିଥାଏ ସେହି ମହିଳାମାନେ ଧନବାନ୍ ଓ କୀର୍ତିବାନ୍ ହୁଅନ୍ତି ।

୪. ଯେଉଁ ମହିଳାମାନଙ୍କର ନାକ ଚେପଟା ସେହି ମହିଳାମାନେ ବୁଦ୍ଧିମତୀ ଓ ଗୁଣବତୀ ହୋଇଥାଆନ୍ତି ।

୫. ଯେଉଁ ମହିଳାମାନଙ୍କର ଚାଲି ହାତୀ ଚାଲିଲା ପରି ଝୁଲି ଝୁଲି ଚାଲୁଥାନ୍ତି ସେହି ମହିଳାମାନେ ସୌଭାଗ୍ୟ ଲକ୍ଷ୍ମୀ ଓ ସୌଭାଗ୍ୟବତୀ ହୋଇଥାଆନ୍ତି ।

୬. ଯେଉଁ ମହିଳାଙ୍କ ଅନାମିକା ଆଙ୍ଗୁଳି ନଥା ଫୁଳି ନଥାଏ ସେହି ମହିଳାମାନେ କଳିହୁଡ଼ି ହୁଅନ୍ତି ସେମାନେ ମଧ୍ୟ ସ୍ବାମୀଦ୍ରୋହୀ ହୋଇଥାନ୍ତି ।

୭. ଯେଉଁ ମହିଳାଙ୍କର ପାଦର ମଧ୍ୟମା ଆଙ୍ଗୁଳି ଯଦି ଭୂମିରେ ଲାଗୁ ନଥାଏ ତେବେ ଜାଣିବ ଯେ ସେଇ ମହିଳାଙ୍କର ଦୁଇ ଦୁଇଟା ସ୍ବାମୀ ହେବେ

୮. ଯେଉଁ ମହିଳାଙ୍କର ପାଦର ମଧ୍ୟମା ଆଙ୍ଗୁଳି ଯଦି ଭୂମିରେ ଲାଗୁ ନଥାଏ ତେବେ ଜାଣିବ ଯେ ସେଇ ମହିଳାଙ୍କର ଦୁଇ ଦୁଇଟା ସ୍ବାମୀ ହେବେ ।

୯. ଯେଉଁ ମହିଳାଙ୍କର କାଣି ଆଙ୍ଗୁଠି ଭୂଇଁରେ ଲାଗେ ନାହିଁ ସେହି ମହିଳା ପ୍ରଥମ ବିବାହିତ ସ୍ବାମୀଙ୍କୁ ବିନାଶ କରେ ବିଧବା ପରେ ଯଦି ସେ ପୁଣି ବାହା ହୁଏ ତେବେ ଦ୍ବିତୀୟ ସ୍ବାମୀର ବିନାଶ ଘଟାଏ ।

୧୦. ଯେଉଁ ମହିଳାଙ୍କ ଗୋଇଠି ଓ ପାଦ ଅଳ୍ପ ଉଚ୍ଚ ଥାଏ ଓ ପାଦ ତଳେ ଚକ୍ର, ମାଛ ଓ ପଦ୍ମ ଓ ଲଙ୍ଗଳ ଚିହ୍ନ ଥାଏ ସେହି ମହିଳାମାନେ ରାଜପନ୍ଥୀ ହୋଇଥାଏ ।

Leave a Reply

Your email address will not be published. Required fields are marked *