ଆସିଲା ବଡ଼ ଖବର ଆହୁରି ୨ ବର୍ଷ ଖେଳିବେ ଧୋନି ଚେନ୍ନାଇ ମାଲିକ ଦେଲେ ବଡ଼ ବୟାନ ପଡ଼ିଆରେ ପୁଣି ଦେଖିବେ ମାହିଙ୍କୁ

ଆଇପିଏଲର ପ୍ରଥମ ସିଜିନରୁ ଏମଏସ ଧୋନି କ୍ରମାଗତ ଭାବରେ ଖେଳିଆସୁଛନ୍ତି। ସେ ଶେଷ ଥର ପାଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଆଇପିଏଲ୍ ୨୦୨୪ ୬୮ତମ ମ୍ୟାଚ୍ ଚ୍ ଖେଳିଥିଲେ। ହେଲେ ଚେନ୍ନାଇ ଏହି ଜି ତି ପାରି ନଥ୍‌ ଲା। ମ୍ୟାଚ୍ ରେ ବର୍ଷ ମାନ କୁହାଯାଉଛି ଯେ ଏହା ଥିଲା ଏମଏସ ଧୋନିଙ୍କର ଶେଷ ସିଜିନ୍ । ସେ ୨୦୨୫ରେ ଅ।ଇପିଏଲ ଖେଳିବେ ନାହିଁ । କିନ୍ତୁ ଧୋନିଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କିଛି କୁହାଯାଇ ନାହିଁ। ପାଇଁ ଏମଧ୍ଯରେ ଧୋନି ସମ୍ମାନ ମିଳିବା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ଏକ ସାକ୍ଷାତକାରରେ ସମ୍ମାନ ମଗାଯାଏନି, ଅର୍ଜନ କରାଯାଏ ବୋଲି ସେ କହିଛନ୍ତି । ଦୁବାଇ ୧୦୩.୮ ୟୁଟ୍ୟବ୍ ଚ୍ୟାନେଲ ପକ୍ଷରୁ ପୋଷ୍ଟ କରାଯାଇଥିବା ଭିଡିଓରେ ଧୋନି କହିଛନ୍ତି, ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଅ।ପଣଙ୍କୁ ନେତୃତ୍ୱ ନେଉଥିବା ଲୋକଙ୍କ ସମ୍ମାନ ଅର୍ଜନ କରିବାକୁ ପଡିବ। ଆପଣ ତାଙ୍କୁ ସମ୍ମାନ ଦେବା ପାଇଁ ଅ ।ଦେଶ କିମ୍ବା ଦାବି କରିପାରିବେ ନାହିଁ । ମୋତେ ଲୋକଙ୍କ ସମ୍ମାନ ପାଇବା ପାଇଁ ସେଭଳି ସେଭଳି କାମ କରିବାକୁ ହେବ।

କିଛି ନ କରି ଏକ ବଢ଼ ପଦବୀରେ ବସିଗଲେ କେହି ମନରୁ ସମ୍ମାନ ଦେବେ ନାହିଁ । ତେବେ ଅ।ଚ୍ଚ ଅ।ଇପିଏଲରୁ ସିଏସକେ ଅ।ସିବା ପରେ ଏହା ବାହାରକୁ ଅ।ସି ଏମଏସ ଧୋନିଙ୍କର ଶେଷ ସିଜିନ୍ ଥୁଲା ବୋଲି କୁହାଯାଉଛି । ତାଙ୍କର ଭଲ ବନ୍ଧୁ ତଥା କ୍ରିକେଟର ସୁରେଶ ରାଇନା ନିଜର ପ୍ରତିକ୍ରିୟା ରଖୂ କହିଛନ୍ତି ଯେ, ଧୋନିଙ୍କୁ ଖେଳିବା ଦରକାର

ସେ ଖେଳି ବେ ମଧ୍ଯ ସି ଏସକେର ଅଧୂନାୟକ ରୁତୁରାଜ ଗାଏକୱାଡ଼ ଏଯାଏ ପରିପକ୍ବ ହୋଇନାହାନ୍ତି । ତାଙ୍କୁ ସବୁଜିନିଷ ଶିଖୁବା ପାଇଁ ସମୟ ଲାଗିବ। ଏଥିପାଇଁ ଧୋନି ଭାଇ ତାଙ୍କ ପାଖରେ ରହିବା ଉଚିତ । ମୁଁ ଋହୁଁଛି ସେ ଅ।ଉ ଏକ ସିଜିନ ଖେଳନ୍ତୁ ଏବଂ ତାଙ୍କର ଶେଷ ମ୍ୟାଚ୍ ଚେନ୍ନାଇରେ ଖେଳନ୍ତୁ ।

Leave a Reply

Your email address will not be published. Required fields are marked *