ଜି ସାର୍ଥକରେ ଅଭିନୟ କରୁଥିବା ହ୍ୟାଣ୍ଡସମ ଅଭିନେତା ମାନଙ୍କ ସ୍ତ୍ରୀ ଙ୍କୁ ଆଗରୁ କେବେ ଦେଖିଛନ୍ତି କି ,ସବୁଠୁ ବେଶୀ ସୁନ୍ଦର ଏହି Hero ଙ୍କ ସ୍ତ୍ରୀ

ନମସ୍କାର ବନ୍ଧୁଗଣ ଆପଣମାନେ ତ ଜି ସାର୍ଥକରେ ପ୍ରସାରିତ ହେଉଥିବା ସବୁ ସିରିଏଲ ଗୁଡ଼ିକ ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ଏଥିରେ ହିରୋ ଭୂମିକାରେ ଅଭିନୟ କରୁଥିବା ଅଭିନେତା ମାନଙ୍କୁ ବେଶ ଭଲ ଭାବରେ ଜାଣିଥିବେ ତେବେ ଆପଣମାନେ କଣ ଜାଣିଛନ୍ତି କି ଏହି ସବୁ ଅଭିନେତା ମାନଙ୍କ ରିଏଲ ଲାଇଫ ପାର୍ଟନରଙ୍କ ବିଷୟରେ ଯଦି ଜାଣି ନାହାଁନ୍ତି ତେବେ ଆଜିର ଏହି ବିଷୟଟିକୁ ନିଶ୍ଚୟ ଶେଷ ଯାଏ ଦେଖନ୍ତୁ |

ଏହି ଲିଷ୍ଟର ପ୍ରଥମରେ ଆସୁଛନ୍ତି ମା ଯାହାର ସାହା ସିରିଏଲର ହିରୋ ଶିବ ତେବେ ଶିବଙ୍କର ପ୍ରକୃତ ନାମ ହେଉଛି ଏମ ସୁମନ କୁମାର ଏବଂ ସୁମନ ରିଏଲ ଲାଇଫରେ ତାଙ୍କ ଗାର୍ଲ ଫ୍ରେଣ୍ଡ ସାରା ରାଉତକୁ ବିବାହ କରିଛନ୍ତି ଏବଂ ସାରା ମଧ୍ୟ ସିରିଏଲ ଜଗତର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଅଟନ୍ତି |

ଏହା ପରେ ଦ୍ୱିତୀୟରେ ଆସୁଛନ୍ତି ମୋ ଅଗଣାର ତୁଳସୀର ହିରୋ ଚନ୍ଦନ ତେବେ ଚନ୍ଦନଙ୍କର ପ୍ରକୃତ ନାମ ହେଉଛି ଅଙ୍କିତ କୁମାର ତେବେ ଅଙ୍କିତ ରିଏଲ ଲାଇଫରେ ସିଙ୍ଗିଲ ଅଛନ୍ତି |

ଏହା ପରେ ତୃତୀୟାରେ ଆସୁଛନ୍ତି ଶ୍ୟାମା ସିରିଏଲ ହିରୋ ନିଖିଲ ତେବେ ନିଖିଲଙ୍କର ପ୍ରକୃତ ନାମ ହେଉଛି ନିଲ ଭଟ୍ଟାଚାର୍ଯ୍ୟ ତେବେ ନିଲ ରିଏଲ ଲାଇଫରେ ମ୍ୟାରେଜ କରି ସାରିଛନ୍ତି ଏବଂ ଇଏ ହେଉଛନ୍ତି ନିଲଙ୍କର ସ୍ତ୍ରୀ |

ଏହା ପରେ ଚାରି ନମ୍ବରରେ ଆସୁଛନ୍ତି ଝିଲ୍ଲୀ ସିରିଏଲର ହିରୋ ସିଦ୍ଧାର୍ଥ ତେବେ ସିଦ୍ଧାର୍ଥଙ୍କର ପ୍ରକୃତ ନାମ ହେଉଛି ଅମର ଚିଞ୍ଛାନି ଏବଂ ଅମର ରିଏଲ ଲାଇଫରେ ସିଙ୍ଗିଲ ଅଛନ୍ତି

Leave a Reply

Your email address will not be published. Required fields are marked *