ନମସ୍କାର ଦର୍ଶକବନ୍ଧୁ ନିଜ ପ୍ରେମିକାକୁ ବିବାହ କରିବାକୁ ଯାଉଛନ୍ତି ଓଲିଉଡ଼ର ଲୋକପ୍ରିୟ ଅଭିନେତା ଏଜେ ତେବେ ଆପଣମାନେ ତ ଓଡ଼ିଆ ମେଗା ଧାରାବାହିକ ଯାହାର ନାଁ ରହିଛି ତୁ ଖରା ମୁଁ ଛାଇରେ ଏଜେଙ୍କର ସୁନ୍ଦର ଅଭିନୟ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ତେବେ ସେ ବର୍ତ୍ତମାନ ନିଜ ପ୍ରେମିକକୁ ବିବାହ କରିବାକୁ ଯାଉଛନ୍ତି |
ତେବେ ଦର୍ଶକବନ୍ଧୁ ଏଜେଙ୍କର ପ୍ରକୃତ ନାମ ହେଉଛି ଆର ରଞ୍ଜନ ପଣ୍ଡା ତେବେ ରଞ୍ଜନ ବର୍ତ୍ତମାନ ତୁ ଖରା ମୁଁ ଛାଇ ସିରିଏଲରେ ଲିଡ଼ ଚରିତ୍ରରେ ନଜର ଆସୁଛନ୍ତି |ତେବେ ତାଙ୍କର ଦମଦାର ଅଭିନୟକୁ ମଧ୍ୟ ଲୋକମାନେ ବେଶ ଭଲ ପାଇବା ଏବଂ ପସନ୍ଦ କରିଛନ୍ତି ଦର୍ଶକଙ୍କ ପ୍ରିୟ ହୋଇସାରିଛନ୍ତି ଅଭିନେତା ରଞ୍ଜନ |
ତେବେ ସେ ଖୁବ କମ ସମୟ ମଧ୍ୟରେ ନିଜ ଅଭିନୟ ଯାଦୁରେ ସାରା ଓଡ଼ିଶା ବାସୀଙ୍କ ମନରେ ଜାଗା କିଣି ବସିଛନ୍ତି |ତେବେ ଗଣ ମାଧ୍ୟମ ସାମ୍ନାରେ ନିଜେ ରଞ୍ଜନ କହିଛନ୍ତି ସେ ତାଙ୍କ ପ୍ରେମିକାକୁ ବିବାହ କରିବାକୁ ଯାଉଛନ୍ତି ତେବେ ରଞ୍ଜନ ଅଭିନୟ ସହିତ ମଡେଲିଂଙ୍ଗ ଏବଂ ଡ୍ୟାନ୍ସ କରିବାକୁ ବହୁତ ଅଧିକ ପସନ୍ଦ କରିଥାଆନ୍ତି |
ତେବେ ରଞ୍ଜନଙ୍କ ପ୍ରେମିକାଙ୍କ ନାଁ ରହିଛି ଅନନ୍ୟା ,ରଞ୍ଜନ ଏବଂ ଅନନ୍ୟା ଏକାଠି ଡ୍ୟାନ୍ସ କରୁଥିଲେ ଆଉ ଦୁହେଁ ଏକାଠି ଡ୍ୟାନ୍ସ କରିବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଡ଼ି ଉଠିଥିଲା |ଦୁହେଁ ଏକାଠି ବେଶ ସମୟ ବିତାଉଥିଲେ ତେବେ ତାଙ୍କ ପ୍ରେମିକାଙ୍କୁ ବହୁତ ଭଲ ପାଆନ୍ତି ରଞ୍ଜନ |
ସୁଟିଙ୍ଗ ସେଟରୁ ନିଜ ପ୍ରେମିକାକୁ ଭଲ ପାଇ ବିବାହ କରିବାକୁ ଯାଉଛନ୍ତି ଏହି ଅଭିନେତା
