ନମସ୍କାର ଦର୍ଶକବନ୍ଧୁ ଜି ସାର୍ଥକରେ ପ୍ରସାରିତ ହେଉଥିବା ଝିଲ୍ଲୀ ସିରିଏଲ ଆପଣମାନେ ନିଶ୍ଚିତ ଭାବରେ ଦେଖୁଥିବେ ସିରିଏଲରେ ଝିଲ୍ଲୀ ବା ନିକିତାଙ୍କର ସୁନ୍ଦର ଅଭିନୟ ବହୁତ କମ ଦିନ ମଧ୍ୟରେ ଲୋକପ୍ରିୟତା ହାସଲ କରିପାରିଛି |ସିରିଏଲରେ ସୁନ୍ଦର କାହାଣୀ ଏବଂ ଆକ୍ଟର ମାନଙ୍କ ଜବରଦସ୍ତ ଆକ୍ଟିଙ୍ଗ ସାରା ଓଡ଼ିଶାର ଲୋକମାନଙ୍କୁ ବହୁତ ଅଧିକ ଭଲ ପାଇବା ଦେଇ ସାରିଛନ୍ତି |
ବର୍ତ୍ତମାନ ଏହି ସିରିଏଲର ଲିଡ ନାୟିକା ଝିଲ୍ଲୀ ଜବରଦସ୍ତ ଅଭିନୟ କରି ସାରା ଓଡ଼ିଶାର ଲୋକମାନଙ୍କ ମନକୁ ଜିତିବାର ଦେଖା ଦେଇଛନ୍ତି ତାହେଲେ ଝିଲ୍ଲୀ ଭୁବନେଶ୍ୱରେ ରହୁଛନ୍ତି ନିଜ ପରିବାର ସହିତ ବର୍ତ୍ତମାନ ଝିଲ୍ଲୀ ସିରିଏଲଟି ବନ୍ଦ ହୋଇଯାଇଛି ଏବଂ ଝିଲ୍ଲୀ ଅନେକ ଆଲବମ କରୁଥିବାର ମଧ୍ୟ ନଜର ଆସିଛନ୍ତି |
ତାଙ୍କ ପରିବାର କହିଲେ ତାଙ୍କ ବାପା ,ମା ଏବଂ ତାଙ୍କର ଜଣେ ସାନ ଭାଇ ଅଛନ୍ତି |ଝିଲ୍ଲୀ ବା ନିକିତା ମିଶ୍ର ଶିଶୁ କଳାକାର ଭାବରେ ଓଲିଉଡ଼ ଇଣ୍ଡଷ୍ଟ୍ରିକୁ ଆସିଥିଲେ ସେ ମାତ୍ର 7 ବର୍ଷ ବୟସରେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ |
ତାଙ୍କ ସୁନ୍ଦର ଅଭିନୟ କାରଣରୁ ତାଙ୍କୁ ବହୁତ ସାରା ଆୱାର୍ଡ ମଧ୍ୟ ମିଳିସାରିଛି |ଝିଲ୍ଲୀ ସିରିଏଲରେ ଅଭିନୟ କରିବା ଛଡ଼ା ନିଜର ରିଏଲ ଲାଇଫରେ ସେ ସମାଜ ସେବା କରିବା ପାଇଁ ଭଲ ପାଆନ୍ତି